Review your knowledge

Review your knowledge

Professional Development

5 Qs

quiz-placeholder

Similar activities

LO BASED ODIA & MATH

LO BASED ODIA & MATH

Professional Development

10 Qs

Review your knowledge

Review your knowledge

Assessment

Quiz

Other

Professional Development

Easy

Created by

SWAGATIKA PARIDA

Used 440+ times

FREE Resource

5 questions

Show all answers

1.

MULTIPLE CHOICE QUESTION

30 sec • 1 pt

ଦୈନିକ ପାଠ ଯୋଜନାର ବିସ୍ତୃତ ରୂପର ଏକ ସଂକ୍ଷିପ୍ତ ରୂପକୁ କଣ କୁହାଯାଏ?

ପାଠ ଟୀକା

ପାଠ ଖସଡା

ସିଲାବସ

ପାଠ ନିର୍ଘଣ୍ଟ

2.

MULTIPLE CHOICE QUESTION

30 sec • 1 pt

ନିର୍ଦ୍ଧିଷ୍ଟ ଶ୍ରେଣୀର ସମସ୍ତ ବିଷୟର ପ୍ରସଙ୍ଗଗୁଡିକର ଅଧ୍ୟାପନା କେଉଁ ମାସର କେଉଁ ଦିବସରେ କେତେ ଅଂଶ ଶେଷ ହେବ, ତାର ପୂର୍ବ ନିର୍ଦ୍ଧାରଣ ଲିପିବଦ୍ଧକରଣକୁ କଣ କୁହାଯାଏ?

ପାଠ୍ୟକ୍ରମ

ପାଠ ଖସଡା

ସିଲାବସ

ପାଠ ନିର୍ଘଣ୍ଟ

3.

MULTIPLE CHOICE QUESTION

30 sec • 1 pt

ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଦ୍ୟାଳୟଭିତ୍ତିକ ମାନନିର୍ଦ୍ଧାରଣର ଅନ୍ତର୍ଗତ?

NAS (National Achievement Survey)

SLAS (State Level Achievement Survey)

PISA (Program for International Student Assessment)

HYE (Half Yearly Examination)

4.

MULTIPLE CHOICE QUESTION

30 sec • 1 pt

ଗୋଟିଏ ପାଠ ବିଷୟ ସରିବା ଶେଷରେ ଶିକ୍ଷାର୍ଥୀ କେତେ ଶିଖିଲେ ଜାଣିବା ପାଇଁ କରାଯାଉଥିବା ମାନ ନିର୍ଦ୍ଧାରଣ ଟି କେଉଁଟି -

ଶିକ୍ଷଣର ମାନ ନିର୍ଦ୍ଧାରଣ

ଶିକ୍ଷଣ ପାଇଁ ମାନ ନିର୍ଦ୍ଧାରଣ

ଶିକ୍ଷଣ ସହିତ ମାନ ନିର୍ଦ୍ଧାରଣ

ଶିକ୍ଷଣ ଦ୍ୱାରା ମାନ ନିର୍ଦ୍ଧାରଣ

5.

MULTIPLE CHOICE QUESTION

30 sec • 1 pt

ବାର୍ଷିକ ପରୀକ୍ଷା କେଉଁ ପ୍ରକାରର ମୂଲ୍ୟାୟନର ଅନ୍ତର୍ଭୁକ୍ତ?

ନିଦାନାତ୍ମକ

ସମାପ୍ତିସୂଚକ

ବ୍ୟବସ୍ଥାନ

ଗଠନମୂଳକ