ସାହିତ୍ୟ ଗଦ୍ୟ ଜନ୍ମଭୂମି -କୃଷ୍ଣ ଚନ୍ଦ୍ର ପାଣଗ୍ରାହୀ

ସାହିତ୍ୟ ଗଦ୍ୟ ଜନ୍ମଭୂମି -କୃଷ୍ଣ ଚନ୍ଦ୍ର ପାଣଗ୍ରାହୀ

10th Grade

15 Qs

quiz-placeholder

Similar activities

"Panen Bintang"

"Panen Bintang"

9th - 12th Grade

20 Qs

Quiz Sistem Bilangan

Quiz Sistem Bilangan

10th Grade

15 Qs

Arrange the letter

Arrange the letter

10th Grade

12 Qs

introdução a carga elétrica

introdução a carga elétrica

10th Grade

10 Qs

Bader Aritmatika dan Geometri

Bader Aritmatika dan Geometri

10th Grade

20 Qs

lit bhs inggris✨✨

lit bhs inggris✨✨

9th - 12th Grade

17 Qs

Bahasa Jawa

Bahasa Jawa

9th - 12th Grade

20 Qs

ASK TINGKATAN 2 - Sistem Nombor Perenambelasan

ASK TINGKATAN 2 - Sistem Nombor Perenambelasan

9th - 12th Grade

10 Qs

ସାହିତ୍ୟ ଗଦ୍ୟ ଜନ୍ମଭୂମି -କୃଷ୍ଣ ଚନ୍ଦ୍ର ପାଣଗ୍ରାହୀ

ସାହିତ୍ୟ ଗଦ୍ୟ ଜନ୍ମଭୂମି -କୃଷ୍ଣ ଚନ୍ଦ୍ର ପାଣଗ୍ରାହୀ

Assessment

Quiz

Others

10th Grade

Medium

Created by

Dr.Pratap kumar Parida

Used 4+ times

FREE Resource

AI

Enhance your content in a minute

Add similar questions
Adjust reading levels
Convert to real-world scenario
Translate activity
More...

15 questions

Show all answers

1.

MULTIPLE CHOICE QUESTION

1 min • 1 pt

୧.. କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ବାରା ରଚିତ ‘ଜନ୍ମଭୂମି’ ପ୍ରବନ୍ଧଟି କେଉଁ ପୁସ୍ତକରୁ ଆସିଅଛି ?

(A) ଭୁବନେଶ୍ଵରର ପ୍ରତ୍ନତାତ୍ତ୍ୱିକ ଅବଶେଷ

(B) ପ୍ରବନ୍ଧ ମାନସ

(C) ଇତିହାସ ଓ କିମ୍ବଦନ୍ତୀ

(D) ମୋ ସମୟର ଓଡ଼ିଶା

A

B

C

D

2.

MULTIPLE CHOICE QUESTION

30 sec • 1 pt

2. ଜନ୍ମଭୂମି ପ୍ରବନ୍ଧରେ ‘ଆୟୁ’ ସହିତ କାହାକୁ ତୁଳନା କରାଯାଇଛି ?

(A) ସୂର୍ଯ୍ୟ

(B) ନଦୀ

(C) ପବନ

(D) ଚନ୍ଦ୍ର

A

B

C

D

3.

MULTIPLE CHOICE QUESTION

30 sec • 1 pt

3. ଜନ୍ମଭୂମି ପ୍ରବନ୍ଧରେ କିଏ ନିଜ କୁଟୀରକୁ ଦୁର୍ଗ କରି ବିଶ୍ୱ ବିରୋଧରେ ବିଦ୍ରୋହ କରୁଛି ବୋଲି କୁହାଯାଇଛି ?

(A) ସାର ମାଉସୀ

(C) ନରି ଭାଇ

(B) ହରି ଭାଇ

(D) ଗୋବିନ୍ଦା ଭାଇ

A

B

C

D

4.

MULTIPLE CHOICE QUESTION

30 sec • 1 pt

4. ଆଗେ ଦେଖା ହେଲେ ଗୋବିନ୍ଦା ଭାଇ ପ୍ରାବନ୍ଧିକଙ୍କୁ ବହୁ ମାନ ସହିତ ତା' କୁଟୀରରେ ବସାଇ କ'ଣ ଶୁଣାଇଥୁଲା ?

(A) କେବେ ଆସିଲ ବାପ

(B) ଜଳାକଳେବର କହ୍ନାଇ

(C) ଭଜନ

(D) ମନବୋଧ ଚଉତିଶା

A

B

C

D

5.

MULTIPLE CHOICE QUESTION

30 sec • 1 pt

5. ଗ୍ରାମର ଶିଶୁମାନେ କେବେ କେବେ ଦେଖାହେଲେ ପ୍ରାବନ୍ଧିକଙ୍କୁ କେଉଁଠାରୁ ନବାଗତ ଜେବ୍ରା ବା ଜିରାଫ୍ ପରି ଚାହିଁ ରହତି ?

(A) ଓଡିଶା

(B) ଆମେରିକା

(C) ଆଫ୍ରିକା

(D) ଓମାନ

A

B

C

D

6.

MULTIPLE CHOICE QUESTION

30 sec • 1 pt

6. ଗ୍ରାମବାସୀମାନଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ଓ ଅଦ୍ଧ ଶିକ୍ଷିତ ନବଯୁବକମାନେ ଚାକିରି ନ ପାଇ ଜନ୍ମଭୂମି ଛାଢ଼ିନାହାନ୍ତି, ସେମାନେ କାହାର ଆଶ୍ରୟ ନେଇଛନ୍ତି ?

(A) ସମାଜସେବା

(B) ରାଜନୀତି

(C) ସାହିତ୍ଯ

(D) କୃଷି

A

B

C

D

7.

MULTIPLE CHOICE QUESTION

30 sec • 1 pt

7. ଚାକିରି ନ ପାଇ ଜନ୍ମଭୂମି ଛାଡ଼ି ନ ଥୁବା ଶିକ୍ଷିତ ଓ ଅଦ୍ଧଶିକ୍ଷିତ ଯୁବକମାନେ ସ୍ଥଳପଦ୍ମରେ କ'ଣ ଦେଖନ୍ତି ?

(A) ଆହବର ରକ୍ତ

(B) ରକ୍ତ କେତନ

(C) ବିଦ୍ରୋହର ବହ୍ନି

(D) ସଂଗ୍ରାମର ଶୋଣିତ

A

B

C

D

Create a free account and access millions of resources

Create resources

Host any resource

Get auto-graded reports

Google

Continue with Google

Email

Continue with Email

Classlink

Continue with Classlink

Clever

Continue with Clever

or continue with

Microsoft

Microsoft

Apple

Apple

Others

Others

By signing up, you agree to our Terms of Service & Privacy Policy

Already have an account?