Periodic table

Periodic table

9th - 12th Grade

13 Qs

quiz-placeholder

Similar activities

Class x କାର୍ବନ

Class x କାର୍ବନ

12th Grade

10 Qs

Periodic table

Periodic table

Assessment

Quiz

Science

9th - 12th Grade

Hard

Created by

Bikash Bariki

FREE Resource

13 questions

Show all answers

1.

MULTIPLE CHOICE QUESTION

30 sec • 1 pt

Media Image

ଏକ-ବୋରନ୍ ଧର୍ମ କେଉଁ ମୌଳିକର ଧର୍ମ ସହ ସମାନ ?

ଜର୍ମାନିୟମ

ଗାଲିୟମ୍

ପୋଲୋନିୟମ୍

ସ୍କାଣ୍ଡିଅମ

2.

MULTIPLE CHOICE QUESTION

30 sec • 1 pt

Media Image

ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ଗ୍ରୁପ୍-III ର ଅକ୍‌ସାଇଡ୍ ପାଇଁ କେଉଁ ସଙ୍କେତଟି ବ୍ୟବହାର କରାଯାଇଛି ?

RO

R₂O

R₂O3

RO2

3.

MULTIPLE CHOICE QUESTION

30 sec • 1 pt

2. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଡୁବେରିନରଙ୍କ ଏକ ଟ୍ରାଇଏଡ୍

Ca, Sr, Ba

Fe, Co, Ni

He, Ne, Ar

P, S, CI

4.

MULTIPLE CHOICE QUESTION

30 sec • 1 pt

16. ଆଧୁନିକ ପର୍ଯ୍ୟାୟ ସାରଣୀରେ କେଉଁ ଗ୍ରୁପ୍‌ରେ ନୋବେଲ୍‌ ମୌଳିକଗୁଡ଼ିକ ସ୍ଥାନ ପାଇଛି ?

16

1

18

7

5.

MULTIPLE CHOICE QUESTION

30 sec • 1 pt

ନିଉଲାଣ୍ଡଙ୍କ ଅଷ୍ଟକ ନିୟମରେ ଡୁବେରିନଙ୍କ ଟ୍ରାଇଏଡ୍ (Li, Na, K) କେଉଁ ସ୍ୱର ତଳେ ସ୍ଥାନ ପାଇଥିଲା ?

ସା

ରେ

ଗା

ନି

6.

MULTIPLE CHOICE QUESTION

30 sec • 1 pt

ଆଧୁନିକ ପର୍ଯ୍ୟାୟ ସାରଣୀରେ କେତୋଟି ପର୍ଯ୍ୟାୟ ଓ କେତୋଟି

ଗ୍ରୁପ୍ ଅଛି ?

(

(B)

(C)

A) 7ଟି ପର୍ଯ୍ୟାୟ ଓ 18 ଟି ଗ୍ରୁପ୍

7ଟି ପର୍ଯ୍ୟାୟ ଓ 16 ଟି ଗ୍ରୁପ୍

6ଟି ପର୍ଯ୍ୟାୟ ଓ 18ଟି ଗ୍ରୁପ୍

7.

MULTIPLE CHOICE QUESTION

30 sec • 1 pt

ଆଧୁନିକ ପର୍ଯ୍ୟାୟ ସାରଣୀରେ ସଂଖ୍ୟକ ମୌଳିକ ଅଛି ? କେଉଁ ପର୍ଯ୍ୟାୟରେ ସର୍ବନିମ୍ନ

Create a free account and access millions of resources

Create resources
Host any resource
Get auto-graded reports
or continue with
Microsoft
Apple
Others
By signing up, you agree to our Terms of Service & Privacy Policy
Already have an account?