WORLD

WORLD

2nd Grade

10 Qs

quiz-placeholder

Similar activities

ଉଦ୍ଭିଦର ବିଭିନ୍ନ ଅଂଶ ର କାର୍ଯ୍ୟ

ଉଦ୍ଭିଦର ବିଭିନ୍ନ ଅଂଶ ର କାର୍ଯ୍ୟ

1st - 5th Grade

10 Qs

ଅମ୍ଳ କ୍ଷାର ଲବଣ

ଅମ୍ଳ କ୍ଷାର ଲବଣ

1st - 5th Grade

10 Qs

ବାୟୁମଣ୍ଡଳ

ବାୟୁମଣ୍ଡଳ

2nd Grade

5 Qs

WORLD

WORLD

Assessment

Quiz

Geography

2nd Grade

Hard

Created by

Sujata Pradhan

FREE Resource

10 questions

Show all answers

1.

MULTIPLE CHOICE QUESTION

30 sec • 1 pt

ଓଡ଼ିଶାର ପ୍ରଥମ ସମ୍ବାଦପତ୍ର କେବେ ପ୍ରକାଶିତ ହୋଇଥିଲା ?

୧୯୬୬

୧୮୬୬

୧୮୬୩

୧୮୫୬

2.

MULTIPLE CHOICE QUESTION

30 sec • 1 pt

ଆମ ଦେଶରେ କେବେ ଛଅ ଅଙ୍କ ବିଶିଷ୍ଟ ' ଡାକ ପିନ୍ କୋଡ଼ ' ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲା ?

୧୮୭୨

୧୯୭୧

୧୯୭୨

୧୯୨୭

3.

MULTIPLE CHOICE QUESTION

30 sec • 1 pt

ଭାରତରେ କେତୋଟି ଭାଷାରେ ସମ୍ବାଦପତ୍ର ପ୍ରକାଶିତ ହୁଏ ?

୮୨

୯୨

୯୧

୧୯

4.

MULTIPLE CHOICE QUESTION

30 sec • 1 pt

କେତେ ମସିହାରେ ପ୍ରଥମେ ଟେଲିଗ୍ରାଫ୍ ସେବା ଆରମ୍ଭ କରାଗଲା ?

୧୮୫୧

୧୯୫୧

୧୯୧୮

୧୯୫୦

5.

MULTIPLE CHOICE QUESTION

30 sec • 1 pt

ଆମ ଦେଶରେ ସର୍ବାଧିକ ସମ୍ବାଦପତ୍ର କେଉଁ ଭାଷାରେ ପ୍ରକାଶ ପାଉଛି ?

ହି ନ୍ଦୀ

ଇଂ ରାଜି

ଓଡିଆ

ସଂସ୍କୃତ

6.

MULTIPLE CHOICE QUESTION

30 sec • 1 pt

କେଉଁ ମାଧ୍ୟମରେ ଆମେ ଘରେ ବସି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖୁଅଛେ ?

ବେତାର

ବାଇନାକୁଲାର୍

ଆକାଶବାଣୀ

ଦୂରଦର୍ଶନ

7.

MULTIPLE CHOICE QUESTION

30 sec • 1 pt

୧୯୩୬ ମସିହାରେ ରେଡିଓକୁ କେଉଁ ନାମରେ ନାମିତ କରାଗଲା ?

ବେତାର

ଆକାଶ ବାଣୀ

ଶ୍ରାବ୍ୟ ଯନ୍ତ୍ର

ଭାରତୀୟ ବେତାର

Create a free account and access millions of resources

Create resources
Host any resource
Get auto-graded reports
or continue with
Microsoft
Apple
Others
By signing up, you agree to our Terms of Service & Privacy Policy
Already have an account?