
ଶବ୍ଦ
Authored by Parikshita Majhi
World Languages
6th - 10th Grade
Used 25+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
12 questions
Show all answers
1.
MULTIPLE CHOICE QUESTION
2 mins • 1 pt
ଶବ୍ଦ କାହାକୁ କୁହାଯାଏ ?
ଅର୍ଥ ପ୍ରଦାନ କରୁଥିବା ଗୋଟିଏ ବର୍ଣ୍ଣ କିମ୍ବା ବର୍ଣ୍ଣ ସମଷ୍ଟିକୁ
ଅର୍ଥ ପ୍ରଦାନ କରୁଥିବା ଗୋଟିଏ ବର୍ଣ୍ଣକୁ
ଗୋଟିଏ ବର୍ଣ୍ଣ କିମ୍ବା ବର୍ଣ୍ଣ ସମଷ୍ଟିକୁ
ଅର୍ଥ ପ୍ରଦାନ କରୁଥିବା ଏକରୁ ଅଧିକ ବର୍ଣ୍ଣ ସମଷ୍ଟିକୁ
2.
MULTIPLE CHOICE QUESTION
1 min • 1 pt
ଉତ୍ପତ୍ତି ଆଧାରରେ ଓଡ଼ିଆ ଶବ୍ଦକୁ କେଉଁ ଚାରୋଟି ଭାଗରେ ଭାଗ କରାଯାଇପାରେ ?
ତତ୍ସମ,ତଦ୍ଭବ,ବୈଦେଶିକ,ଯୌଗିକ
ଯୋଗରୂଢ,ଯୌଗିକ,ତଦ୍ଭବ,ତତ୍ସମ
ତତ୍ସମ,ତଦ୍ଭବ,ଦେଶଜ,ବୈଦେଶିକ
ଦ୍ରାବିଡ଼,ରୂଢ,ଯୌଗିକ,ଦେଶଜ
3.
MULTIPLE CHOICE QUESTION
30 sec • 1 pt
'ଅଗ୍ନି' ଶବ୍ଦଟି ଏକ ________ ଶବ୍ଦ l
ତତ୍ସମ
ଯୌଗିକ
ତଦ୍ଭବ
ଦେଶଜ
4.
MULTIPLE CHOICE QUESTION
30 sec • 1 pt
'ଘିଅ' ଶବ୍ଦଟି ଏକ _______ ଶବ୍ଦ l
ବୈଦେଶିକ
ତତ୍ସମ
ତଦ୍ଭବ
ଦେଶଜ
5.
MULTIPLE CHOICE QUESTION
30 sec • 1 pt
ନିମ୍ନ ମଧ୍ୟରୁ କେଉଁଠି ଏକ ବୈଦେଶିକ ଶବ୍ଦ?
ଏଣ୍ଡୁରି
ରାଷ୍ଟ୍ର
କୋବି
ମାଟି
6.
MULTIPLE CHOICE QUESTION
30 sec • 1 pt
ନିମ୍ନ ମଧ୍ୟରୁ କେଉଁଠି ଏକ ଦେଶଜ ଶବ୍ଦର ଉଦାହରଣ ଅଟେ?
ଢୋଲ
ଚୁଆ
ଆଣ୍ଟ
ଦିଆଯାଇଥିବା ତିନୋଟି ଯାକ ବିକଳ୍ପ
7.
MULTIPLE CHOICE QUESTION
30 sec • 1 pt
'ଲମ୍ବୋଦର' ଶବ୍ଦଟି ଏକ ______ ଶବ୍ଦ ଅଟେ l
ଯୋଗରୂଢ
ରୁଢ଼
ଯୌଗିକ
ଦିଆଯାଇଥିବା ବିକଳ୍ପ ମଧ୍ୟରୁ କୌଣସିଟି ନୁହେଁ
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Classlink

Continue with Clever
or continue with

Microsoft
%20(1).png)
Apple
Others
Already have an account?