ବିଜ୍ଞାନ (ଜୀବ ଓ ଭୌତିକ ବିଜ୍ଞାନ)- ଦଶମ ଶ୍ରେଣୀ

ବିଜ୍ଞାନ (ଜୀବ ଓ ଭୌତିକ ବିଜ୍ଞାନ)- ଦଶମ ଶ୍ରେଣୀ

Assessment

Quiz

Physics, Chemistry, Biology

10th Grade

Medium

Created by

Shraban Rautaray

Used 3+ times

FREE Resource

Student preview

quiz-placeholder

50 questions

Show all answers

1.

MULTIPLE SELECT QUESTION

45 sec • 1 pt

ଜୀବ ଶରୀରରେ ସମନ୍ଵିତଭାବେ ଚାଲୁଥିବା ଅହରହ ଅସଂଖ୍ୟ ପ୍ରକ୍ରିୟାକୁ କଣ କୁହାଯାଏ ?

ଭୌତିକ ପ୍ରକ୍ରିୟା

ରାସାୟନିକ ପ୍ରକ୍ରିୟା

ଆଲୋକ ପ୍ରକ୍ରିୟା

କୈବ ରାସାୟନିକ ପ୍ରକ୍ରିୟା

2.

MULTIPLE SELECT QUESTION

45 sec • 1 pt

ଶରୀରରେ ଜୈବ ରାସାୟନିକ ପ୍ରକ୍ରିୟା ଚାଲିବ ପାଇଁ ଶରୀରକୁ କଣ ଦରକାର ହୋଇଥାଏ ?

ଜଳ

ସୁର୍ଯାଲୋକ

ଶକ୍ତି

ଯତ୍ନ

3.

MULTIPLE SELECT QUESTION

45 sec • 1 pt

କୋଷ, ଟିସୁ ତଥା ଅଙ୍ଗ ପ୍ରତେଙ୍ଗ ଗଠନ ଅର୍ଥାତ ଶରୀର ଗଠନ ପାଇଁ ଜୀବ ଶରୀର କଣ ଆବଶ୍ୟକ କରେ ।

ଖାଦ୍ୟ

ଜରୁରୀ ଉପାଦାନ

ଜଳ

ପୋଷଣ

4.

MULTIPLE SELECT QUESTION

45 sec • 1 pt

ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ କାହା ଜରିଆରେ ହୋଇଥାଏ ?

ଶ୍ଵସନ

ରେଚନ

ପୋଷଣ

ଚୟ-ପ୍ରକ୍ରିୟା

5.

MULTIPLE SELECT QUESTION

45 sec • 1 pt

ସବୁଜ ଉଦ୍ଭିଦ କେଉଁ ପ୍ରକ୍ରିୟାରେ ନିଜର ଖାଦ୍ୟ ପ୍ରସ୍ତୁତ କରିଥାଏ ?

ରସାୟଶ୍ଲେଷଣ

ଭୌତିକ ପ୍ରକ୍ରିୟା

ଆଲୋକଶ୍ଲେସଣ

ବିସ୍ଥାପନ ପ୍ରକ୍ରିୟା

6.

MULTIPLE SELECT QUESTION

45 sec • 1 pt

ପ୍ରାଣୀ ଓ ଅନ୍ୟ ସମସ୍ତ ଜୀବ ଖାଦ୍ୟ ପାଇଁ ପ୍ରତ୍ୟୋକ୍ଷ ଓ ପରୋକ୍ଷ ଭାବରେ କାହା ଉପରେ ନିର୍ଭର କରନ୍ତି ।

ପୃଥିବୀ

ଉଦ୍ଭିଦ

ଅଣୁଜୀବ

ଜଳ

7.

MULTIPLE SELECT QUESTION

45 sec • 1 pt

ଖାଦ୍ୟ ସାଧାରଣତଃ କେଉଁ ଅବସ୍ଥା ରେ ରହିଥାଏ ?

କଠିନ

ତରଳ

ଜଟିଳ

ଅର୍ଦ୍ଧ-ତରଳ

Create a free account and access millions of resources

Create resources

Host any resource

Get auto-graded reports

Google

Continue with Google

Email

Continue with Email

Classlink

Continue with Classlink

Clever

Continue with Clever

or continue with

Microsoft

Microsoft

Apple

Apple

Others

Others

By signing up, you agree to our Terms of Service & Privacy Policy

Already have an account?